oom

ଆଜି ବଲାଙ୍ଗିର ଜିଲ୍ଲାରେ ୧୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ ୪୭

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୪୭ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୨, ୧୧ରୁ ୭, ୧୪ରୁ ୧, ୧୫ରୁ ୪, ୧୬ରୁ ୨, ୧୮ରୁ ୩, ୧୯ରୁ ୩, ୨ରୁ ୮, ୨୦ରୁ ୪, ୫ରୁ ୩, ୬ରୁ ୩, ୭ରୁ ୩, ୮ରୁ ୧, ୯ରୁ ୨ ଓ ୧୧ରୁ ୧ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକରୁ ୧୩ ଜଣ, ବଲାଙ୍ଗିର ବ୍ଲକ୍‌ରୁ ୧୧ ଜଣ, ବେଲପଡ଼ା ବ୍ଲକରୁ ୨୧ ଜଣ, ଦେଓଗାଁ ବ୍ଲକରୁ ୩, କଂଟାବାଂଜି ଏନ୍‌ଏସିରୁ ୮, ଖପ୍ରାଖୋଲ ବ୍ଲକରୁ ୧୦, ଲୋଇସିଂହା ବ୍ଲକରୁ ୨୩, ମୁରିବାହାଲ ବ୍ଲକରୁ ୧, ପାଟଣାଗଡ଼ ବ୍ଲକରୁ ୮, ପାଟଣାଗଡ଼ ଏନ୍‌ଏସିରୁ ୬, ପୁଇଁନ୍ତଲା ବ୍ଲକରୁ ୮ ଓ ସଇଁନ୍ତଲା ବ୍ଲକରୁ ୨୯ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି ।

jittmm
Leave A Reply

Your email address will not be published.