csstore

ଜାତୀୟ ପଂଚାୟତ ପୁରସ୍କାର ପାଇଁ କଂଟାମାଲ ମନୋନୀତ

ବୌଦ୍ଧ, (ମମତା ମହାକୁର) : ଭାରତ ସରକାରଙ୍କର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଭଲ କାମ କରିବା ସହ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଦେଇଥିବା ଆଧାରରେ ଦୀନ ଦୟାଲ ଉପାଧ୍ୟାୟ ପଂଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ମନୋନୀତ କରିଥିବା ଜଣାପଡିଛି କ୍ଷ ଏ ତାଲିକାରେ ଓଡିଶାର ୬ ଗୋଟି ବ୍ଲକ୍ ଓ ସମ୍ବଲପୁର ଜିଲ୍ଲା ରହିଛି । ପୁରସ୍କାର ରାଶି ସିଧା ସଳଖ ଆସନ୍ତା ୪ ତାରିଖରେ ଜମାରେ ପହଞ୍ଚିବ ବୋଲି ଜଣାପଡିଛି । କଣ୍ଟାମାଳ ବ୍ଲକ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଥିବାରୁ ବିଡିଓ ଓ ସମସ୍ତ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

jayashree
Leave A Reply

Your email address will not be published.