ନୀରବ ପ୍ରାର୍ଥନା ଏବଂ ଶପଥ ପାଠ କଲେ କଂଟାବାଂଜି ସାମ୍ବାଦିକ ସଂଘର ସଦସ୍ୟ ବୃନ୍ଦ

କଂଟାବାଂଜି, (ଗୁରୁଦୟାଲ ହଂସ) : ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କଂଟାବାଂଜି ସାମ୍ବାଦିକ ସଂଘର ସଦସ୍ୟମାନେ କୋଭିଡ଼ ଯୋଦ୍ଧାଙ୍କ ଉଦ୍ୟେଶରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଥିଲା । ଏଥିରେ ସଂଘର ସଦସ୍ୟ ସୁବାସ ଚନ୍ଦ୍ର ବେହେରା, ଜୀବନାନନ୍ଦ ମହାନ୍ତି, ଗୁରୁଦୟାଲ ହଂସ, ପୂର୍ତ୍ତିକର ବାଗ, ଶେଖ ହମିଦ୍, ଅଶୋକ ନାରାୟଣ ଭୋଇ, ହୁଲେଶ୍ୱର ହଂସ, ରାଧେଶ୍ୟାମ ମେହେର ଓ ଅନ୍ୟମାନେ ସାମିଲ୍ ଥିଲେ ।

Leave A Reply

Your email address will not be published.