ommm
jittmm

ପଦ୍ମପୁରରେ ଦିନ ୬ ରୁ ୨ ଯାଏଁ ଖୋଲିବ ମାକେର୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦର ମହାକୁମା ତଥା ଉପଖଣ୍ତରେ ଦିନକୁ ଦିନ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ଭୟାବହତାକୁ ଦୃଷ୍ଟିରେ ରଖି ପଦ୍ମପୁରର ବଣିକ ସଂଘ, ନାଗରିକ କମିଟି, ଲାୟନ୍ସ କ୍ଲବ ଆଦି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଚର୍ଚ୍ଚା ଏବଂ ମିଳିତ ନିଷ୍ପତି କ୍ରମେ ପଦ୍ମପୁର ସହରର ସମସ୍ତ ଦୋକାନ ବଜାର ଆଜି ଠାରୁ ତା ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ସକାଳ ୬ ଘଟିକାରୁ ଦିନ ୨ ଘଟିକା ପର୍ୟ୍ୟନ୍ତ ହିଁ ଖୋଲାଯିବ ବୋଲି ବଣିକ ସଂଘ ସଭାପତି ପ୍ରତାପ ମିଶ୍ରଙ୍କ ଠାରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.