ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା

ତୁରେକେଲା, (କୈଳାଶ ସଗ୍ରିଆ) : ଏବେ ଜଂଗଲରେ ନିଆଁ ଏକ ବିଶାଳ ସମସ୍ୟା ହୋଇ ଠିଆ ହୋଇଛି ସମାଜ ସାମ୍‌ନାରେ । ଦିନକୁ ଦିନ ଜଂଗଲ ‌ଧ୍ୱଂସ ହୋଇ ଚାଲିଥିବା ବେଳେ ଏବେ ଅହେତୁକ ନିଆଁ ଲାଗି ଜଂଗଲ ଛାର୍‌ଖାର୍‌ ହେବାରେ ଲାଗିଛି । ଏହି ସମୟରେ ହିଆଲ ଗ୍ରା:ପ: ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଅଧୀନସ୍ଥ ବିଜେପି ନେତା ଲକ୍ଷ୍ମଣ ବାଗ ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା ବୋଲି ବଡବାଙ୍କି ଗ୍ରା:ପ: ଗୋଦରାମୁଣ୍ଡା ଗ୍ରାମବାସୀଙ୍କୁ ସଚେତନ ବା‌ର୍ତ୍ତା ଦେଇଛ‌ନ୍ତି । ଗ୍ରାମର ସମସ୍ତ ଜନସାଧାରଣ ତା‌ଙ୍କ ବା‌ର୍ତ୍ତାକୁ ଗ୍ରହଣ କରିବା ପାଇଁ କହିଛ‌ନ୍ତି । ନାଗରିକଙ୍କୁ ଏଭଳି ସଚେତନ ଦେଇଥିବାରୁ ବୁଦ୍ଧିଜୀବୀ ମହଲରେ ତା‌ଙ୍କୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.