ଯଶବୀର ସିଂ ଗଙ୍ଗାଧର ନଗର ସ୍କୁଲକୁ ପୈ।ଷ୍ୟ ସ୍କୁଲ ଭାବେ ଗ୍ରହଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ମୋ ସ୍କୁଲ ଅଭିଯାନ କ୍ରମରେ ବରଗଡ଼ ପୈ।ରାଞ୍ଚଳ ଅନ୍ତର୍ଗତ ଗଙ୍ଗାଧର ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଏଇଏମ ଇଂରାଜୀ ମାଧ୍ୟମ ସ୍କୁଲର ଉପାଧ୍ୟକ୍ଷ ଯଶବୀର ସିଂ ପୈ।ଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ବିଭାଗ କାର୍ୟ୍ୟାଳୟ ‌ଦ୍ୱାରା ସ୍କୁଲ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ର ଭାନୁ କଚ୍ଛପ ଯୋଗଦେଇ ଯଶବୀର ସିଂଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ, ସିଆରସିସି, ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବନିତା ତ୍ରିପାଠୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅବିଭାବକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!