jayashree

ଓମପ୍ରକାଶ ଅଗ୍ରୱାଲଙ୍କ ପରଲୋକ

  • ମୃତ୍ୟୁ ପରେ ପରିବାର ପକ୍ଷରୁ ଚକ୍ଷୁଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ଗାଇସିଲେଟ ରୋଡ୍‌ ସ୍ଥିତ ବାସିନ୍ଦା ଓମପ୍ରକାଶ ଅଗ୍ରୱାଲଙ୍କ ୮୨ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ପରିବାର, ଆତ୍ମୀୟସ୍ୱଜନ ଓ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଓମପ୍ରକାଶ ଅଗ୍ରୱାଲ ନବୁ ଅଗ୍ରୱାଲଙ୍କ ପିତା ଅଟନ୍ତି । ତାଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ମହତ୍‌ ଉଦ୍ୟମ ସ୍ୱରୂପ ଚକ୍ଷୁଦାନ କରାଯାଇଛି । ଏହି ମହତ୍‌ କାର୍ଯ୍ୟ ମାଧ୍ୟମରେ ଅନ୍ୟର ଜୀବନରେ ଆଲୋକ ଭରିବାର ମହାନ ବାର୍ତ୍ତା ଦେଇଛନ୍ତି ପରିବାର ସଦସ୍ୟ । ତାଙ୍କ ବିୟୋଗରେ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.