jsm

ବଣୀ ବକ୍ରେଶ୍ୱର ପୀଠରେ କଲ୍ୟାଣ ମଣ୍ଡପର ଭୂମିପୂଜା

csstore

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବଣୀ ବକ୍ରେଶ୍ୱର ପୀଠସ୍ଥଳୀ କୁଆପଦା ଠାରେ ଏକ କଲ୍ୟାଣ ମଣ୍ଡପର ଭୂମିପୂଜା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଭୂମିପୂଜାରେ ସାଉରିଆ ପଚାଂୟତର ସରପ କୁନୀମଣୀ ରାଉତରାୟ କର୍ତା ରୂପେ, ପରୋହିତ ଦୈନ ମିଶ୍ର, ଗ୍ରାମବାସୀ ରମେଶ ପାଟ୍ଟଶାଣି, ଧୋବୀ ପାଟ୍ଟଶାଣି, ଲକ୍ଷ୍ମୀଧର ଜେନା, ଚିତ୍ରସେନ ନିଶଙ୍କ, ବଗ ହରିଚନ୍ଦନ, ହରି ବିଜୁଳି, ସବେଶ୍ୱର୍ର ଜେନା, ବାବନ ଜୟସିଂହ, ଧୁଳିରାମ ବଳିୟାରସିଂହ, ବୈର ହରିଚନ୍ଦନ, ନରେନ୍ଦ୍ର ଜଗଦେବ, ମନୋରଜଂନ ଜେନା, ସୂଦର୍ଶନ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ଭୂମିପୂଜାର ଶୂଭାରାମ୍ଭ କରିଥିଲେ ।

yuvodaya
Leave A Reply

Your email address will not be published.