pr

ବୟୋଜ୍ୟେଷ୍ଠ ନାଗରିକ ଆବାସରେ ସେବା ସଂକଳ୍ପ ଅଭିଯାନ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆବାସର ଅନ୍ତେବାସୀଗଣ ମିଳିତ ଭାବେ ବୃକ୍ଷରୋପଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଭୁବନେଶ୍ୱର ସାମଲ ସରକାରଙ୍କ ଏହି କାର୍ଯ୍ୟକ୍ରମ ବିଷୟରେ ଅନ୍ତେବାସୀମାନଙ୍କୁ ବୁଝାଇଥିଲେ । ଅନୁଷ୍ଠାନର କାର୍ଯ୍ୟନିର୍ବାହୀ କର୍ମୀ ଶିବପ୍ରସାଦ ସାହୁଙ୍କ ପରିଚାଳନାରେ ରମାକାନ୍ତ ସାହୁ, ସଞ୍ଜୁ ବିଶ୍ୱାଳ ଓ ଚତୁର୍ଭୁଜ ଭୋଇ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.