oom

ରାଜଧାନୀରୁ ଧଳା ଜହର ଜବତ ସହ ଘଟଣାରେ ସମ୍ପୃକ୍ତ ଜଣେ ମହିଳା ଗିରଫ

jsmm

ଭୁବନେଶ୍ୱର : ବଢିବାରେ ଲାଗିଛି ଧଳା ଜହର ବ୍ୟବସାୟ । ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱରର ପଳାଶୁଣିରେ ଧଳା ଜହର ଜବତ କାରବାର ହେଉଛି ବୋଲି କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୧୮୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଜଣେ ମହିଳାକୁ ଗିରଫ କରିଛି ।

jittmm
Leave A Reply

Your email address will not be published.