ନନ୍ଦନକାନନ ବଟାନିକାଲ୍ ଗାଡ଼େନରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର : ନନ୍ଦନକାନନ ବଟାନିକାଲ୍ ଗାଡ଼େନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କୌଣସି କାରଣ ବସତଃ ହଠାତ୍‌ ଆଜି ଅପରାହ୍ନ ସମୟରେ ନନ୍ଦନକାନନର ବଟାନିକାଲ ଗାର୍ଡେନରେ ନିଆଁ ଲାଗିଯାଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀର ୨ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.