jayashree

ତିନିଦିନିଆ ବିକାଶ ମେଳା-୨୦୨୬ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଷ୍ଟାଡିୟମରେ ତିନିଦିନିଆ ବିକାଶ ମେଳା ଆରମ୍ଭ ହୋଇଛି । ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ୍ ହରିଚନ୍ଦନ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ମେଳାରେ ବିଭିନ୍ନ ବର୍ଗର ବ୍ୟଞ୍ଜନାତ୍ମକ ଖାଦ୍ୟ ରୁଚିର ପସରା, ବିକ୍ରି ବଟା, ତେଲ ଲୁଣ, ବଡ଼ି ଆଚାର, ପାମ୍ପଡ ଆଦି ମେଳାରେ ପ୍ରଦର୍ଶିତ ହୋଇଛି । ସ୍ୱତନ୍ତ୍ର କରି ରଜଦୋଳି ଏବଂ ରଜପାନ ଏହି ମେଳାରେ ଅଗଣିତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି ।

Leave A Reply

Your email address will not be published.