ଶ୍ରୀକ୍ଷେତ୍ରରେ ଜଗନ୍ନାଥ ଦର୍ଶନ ପାଇଁ ଏସ୍. ଓ. ପି ଜାରି

ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପୁନଶ୍ଚ ଦର୍ଶନାଥୀଙ୍କ ପାଇଁଁ ଉନ୍ମୁକ୍ତ କରିବା ନିମନ୍ତେ ମାନକ କ୍ରିୟାନ୍ୱୟନ ପଦ୍ଧତି (ଏସ୍. ଓ. ପି) । ଏହା ଚଳିତ ମାସ ଫେବୃୟାରୀ ୧୨. ୨୦୨୧ ତାରିଖ ଠାରୁ ଲାଗୁ ହେବ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.