ଉଦୟନାଥ ଫର୍ଣ୍ଣିଚରର ୧୫ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୫ତମ ଲକି ଡ୍ର’ ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ନୂଆଁପଡ଼ାର ଆଶିଷ ବେହେରା । ଏହି ଉଠାଣ କାର୍ୟ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ , ସନ୍ତୋଷ କୁମାର ବାରିକ, ହରିହର ନିଆଲ, ତୁଳାରାମ ବଢ଼ିଆ, ସୁକାନ୍ତ ବହିଦାର, ନୁରଜ ନିଆଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.