ବନ୍ଧପଡା ଓ ଅର୍ଜୁନପୁର ହାଇସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର

ଦେଓଗାଁ, (ମନୀଷ କୁମାର ସାହୁ) : ପୌଷ୍ୟ ସ୍କୁଲ ଗ୍ରହଣ କାର୍ୟ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଦେଓଗାଁ ବ୍ଲକ ଅର୍ନ୍ତଗତ ବନ୍ଧପଡ଼ା ହାଇସ୍କୁଲ ଓ ଅର୍ଜନପୁର ହାଇସ୍କୁଲର ସମସ୍ତ ପ୍ରକାରର ବିକାଶ ପାଇଁ ପୌଷ୍ୟ ସ୍କୁଲଭାବେ ଗ୍ରହଣ କରିଥିବା ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା ଦେଓଗାଁ ପଞ୍ଚାୟତ ସମିତି କାର୍ୟ୍ୟାଳୟର ପତ୍ର ସଂଖ୍ୟା ୩୦/୮-୨-୨୧ରୁ ଜଣାପଡ଼ିଛି । ଯାହାଫଳରେ ଉଭୟ ବନ୍ଧପଡ଼ା ଓ ଅଜୁର୍ନପୁର ଅଞ୍ଚଳର ଶିକ୍ଷାରେ ଉନ୍ନତି ହେବ ବୋଲି ଶିକ୍ଷାପ୍ରେମୀଙ୍କ ମନରେ ଉତ୍କଣ୍ଠା ଦେଖାଦେଉଛି ।

Leave A Reply

Your email address will not be published.