ପାଟଣେଶ୍ୱରୀ ମହୋତ୍ସବର ଦ୍ଵିତୀୟ ଦିନ : ଚଣ୍ଡୀ ଯଜ୍ଞରେ ସାମିଲ ହେଲେ ତିନି ଯୋଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପାଟଣେଶ୍ୱରୀ ମହୋତ୍ସବର ଦ୍ଵିତୀୟ ଦିନ । ତିନିଟି ଯୋଡି ସୂର୍ଯ୍ୟପୂଜା ପରେ ଚଣ୍ଡୀ ଯଜ୍ଞରେ ସାମିଲ ହୋଇ ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜା ଅର୍ଚ୍ଚନା କରିଛନ୍ତି । ସନ୍ଧ୍ୟାରେ ଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମରେ ଜନସାଧାରଙ୍କୁ ଯୋଡି ହେବା ପାଇଁ ସଂଗଠନର ସଭାପତି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.