ନୂଆ ୟୁଜିସି ନିୟମ ବିରୁଦ୍ଧରେ ବ୍ରାହ୍ମଣ ମହାସଭାର ହାଲ୍ଲାବୋଲ : ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆ ଯୁଜିସି ନିୟମ ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ହାଲ୍ଲାବୋଲର ଡାକରା ଦେଇଛି । ମହାସଭାର ସଭ୍ୟମାନେ ଏକଜୁଟ ହୋଇ ନିୟମ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିକୁ ଆଣଦେଖା କରାଗଲେ ଦୁର୍ବାର ଆନ୍ଦୋଳନ ପାଇଁ ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.