pr

ମାଁ ବସ୍ତ୍ରେନ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

dr. purohit

ତୁରେକେଲା, (ପୁସ୍ତମ ଯୁଆଡି) : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ କରୁଆ ମୁଣ୍ଡା ପଞ୍ଚାୟତ ସର୍ଗୁଲ୍ ଠାରେ ମାଁ ବସ୍ତ୍ରେନ୍‌ କ୍ରିକେଟ କ୍ଲବ୍ ତରଫରୁ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଇଯାଇଛି । ମୁଖ୍ୟଅତିଥି ଭାବେ ସମାଜସେବୀ ବିଘ୍ନେଶ୍ବର ବଉକ୍‌ ଯୋଗା ଦେଇ ମ୍ୟାଚ୍ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ୍ ତେଲିପଦର୍ ଓ ଖୁଟୁଲୁମୁଣ୍ଡା ମଧ୍ୟରେ ହୋଇଥିଲା । ଚୂଡାମଣି ଓ ଯଜ୍ଞ ଖେଳ ପରିଚାଳନା କରିଥିବା ବେଲେ କ୍ଲବର ସଭାପତି ପ୍ରହ୍ଲାଦ ନାଏକ, ସମ୍ପାଦକ କୁନା ବଉକ୍, କୋଷାଦ୍ୟକ୍ଷ ସୁଧୀର କୁମାର ବଉକ୍, ରମେଶ, ମୁନ୍ନା, ସୁରଜ, ଆଶିଷ, କୃପା, ଯୁଗଳ, ଧନେ, ଦୀପକ, ବୁଲୁ, ଝୁନୁ, ବ୍ରଜ, ନୀତିସ, ହରିଶ, ସତ୍ୟ ଟେକା, ଝୁନା ସନ୍ତୋଷ, ମୁଞ୍ଚୁ, ପିଣ୍ଟୁ ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.