pr

ବାଇକ ଚୋରି ଅଭିଯୋଗରେ ନୀଳଚକ୍ର ନଗରର ଲକି ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

dr. purohit

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କତରକେଲା ଗ୍ରାମର ବୈଭବ ଚରଣ କଟାଙ୍କ ବାଇକ ଘର ସମ୍ମୁଖରେ ଥିବାବେଳେ ୧୦ ତାରିଖ ରାତି ପାଖାପାଖି ୧୧, ୩୦ଟା ସମୟରେ କେହି ଚୋରି କରି ନେଇଥିବା ନେଇ ଟିଟିଲାଗଡ଼ ଥାନାରେ ଏତଲା ଦେଇଥିଲେ ଏତଲାକୁ ଆଧାର କରି ଟିଟିଲାଗଡ଼ ଥାନାଧିକାରି କଲ୍ୟାଣୀ ବେହେରା ଏହାର ଅନୁସନ୍ଧାନ ଆରମ୍ଭ କରିଥିଲେ । ଶେଷରେ ଅନୁସନ୍ଧାନ କରି ଟିଟିଲାଗଡ଼ ନୀଳଚକ୍ର ନଗର ସ୍ଥିତ ଲକି ନାଗଙ୍କୁ ଗିରଫ କରି ତାଙ୍କଠାରୁ ଦୁଇଟି ଚୋରା ବାଇକ ଉଦ୍ଧାର କରିଛି ଟିଟିଲାଗଡ଼ ପୋଲିସ । ତେବେ ଲକି ନାଗକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀମତି ବେହେରା ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.