pr

ଜୁରାବନ୍ଧରେ କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଓ ମାଇ ଭାରତ ବଲାଙ୍ଗିର ସହାୟତାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ତଥ୍ୟ ପରିଚାଳକ ତୁଳାଚନ୍ଦ୍ର ପୋଢ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଖୁଜେନବାହାଲ ସ୍ୱାସ୍ଥ୍ୟ ଉପକେନ୍ଦ୍ର ହିମାଦ୍ରି ବାଗ, ସ୍ୱାସ୍ଥ୍ୟକର୍ମୀ ସନ୍ତୋଷିନି ଦୋରା, ଉପସ୍ଥିତ ହୋଇ ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ ଓ ସ୍ଥିର କରିପାରିବା ଅତିକମରେ ଗୋଟିଏ କି ଦୁଇଟି ସନ୍ତାନ ଜନ୍ମ କରିବା ଏଥିପାଇ ପରିବାର ନିୟୋଜନ ପଦ୍ଧତିରର ବ୍ୟବହାର ଉପରେ ଆଲୋକପାତ କରିଥିଲେ । ସଂଘର ସଭାପତି ଲିଙ୍ଗରାଜ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ, ଆଶା କର୍ମୀ ଭାରତୀ ବାଗ, ନିର୍ମାଲ୍ୟ ବାଗ, ସୁରୁ ପୋଡ, ସୋନୁ ଛତ୍ରିଆ, ଟିକେଶ୍ୱର ହଂସ, ରୁଦ୍ରାକ୍ଷ ବାଗ, ମାୟାଧର ପୋଡ, ମହେଶ୍ୱର ଛତ୍ରିଆ, ରାଜୁ ବାଗ, ରାହୁଳ ପୋଡ, ଯୋଗିନ ଛତ୍ରିଆ, ପ୍ରିୟାଶୁଂ ପୋଡ, ମୋହନ ବାଗ, ସ୍ୱୟ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.