ସ୍ତ୍ରୀକୁ ମାରି ଟାଙ୍ଗି ଦେଲା ଇଞ୍ଜିନିୟର ସ୍ୱାମୀ

ଲକ୍ଷ୍ନୌ : ସ୍ତ୍ରୀକୁ ମାରି ଟାଙ୍ଗି ଦେଲା ଇଞ୍ଜିନିୟର ସ୍ୱାମୀ । ଉତ୍ତରପ୍ରଦେଶ ଗାଜିଆବାଦ ମୋରଦାବାଦରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଜଣେ ସ୍ୱାମୀ ତାଙ୍କ ନିଜ ସ୍ତ୍ରୀକୁ ହତ୍ୟା କରି ଟାଙ୍ଗି ଦେବା ପରେ ତାଙ୍କର ୪ ବର୍ଷର ଝିଅ ଫୋନ୍ କରି ଜେଜେମାଆଙ୍କୁ ଘଟଣା ବାବଦରେ କହିଛି । ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ହେପାଜତକୁ ନେଇଛି ।

Leave A Reply

Your email address will not be published.