ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ସହରର ଯାଦବ ଭବନ ସମ୍ମୁଖରେ ନବନିର୍ମିତ ଶ୍ରମିକ ଭବନର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ନବନିର୍ମିତ ଶ୍ରମିକ ଭବନ ୩ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବେଳେ ଶ୍ରମିକଙ୍କ ସୁଖଦୁଃଖ ସବୁ ସମୟରେ ମୁଁ ଛିଡା ହେବି ବୋଲି ବିଧାୟକ ଶ୍ରୀ ସିଂଦେଓ କହିଛନ୍ତି । ଏହି ଉଦ୍ଘାଟନ ସମୟରେ ବିଧାୟକ ଶ୍ରୀ ସିଂଦେଓଙ୍କ ସହ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଶ୍ରମିକ ସଂଘର ସଭାପତି ଶମ୍ଭୁ ନାଗ, କାଉନସିଲର କିଶୋର କୁମ୍ଭାର, ସତ୍ୟପୀର ପାତ୍ର, ପିଙ୍କି କବାଟ ପ୍ରମୁଖ ଉପସ୍ଥିତ ଥିଲେ ।
Next Post