csstore

ବ୍ଲାକ୍‌ ଇଗଲ୍‌ ସିକ୍ୟୁରିଟୀ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ଦେଶ ପାଳନ କରୁଛି ୭୮ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବଲାଙ୍ଗିର ସହରର କଲେଜ ଛକ ସ୍ଥିତ ବ୍ଲାକ୍‌ ଇଗଲ୍‌ ସିକ୍ୟୁରିଟୀ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏଥିରେ ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗାଦନ କରି ପତାକା ଉତ୍ତୋଳନ କରିଥିବା ବେଳେ ଶ୍ରୀମତୀ ବୈଦେହୀ ସାହୁ, ଶ୍ରୀମତୀ ସସ୍ମିତା ସାହୁ, ବ୍ଲାକ୍‌ ଇଗଲ୍‌ ସିକ୍ୟୁରିଟୀ ସରୋଜ ସାହୁ, ପ୍ରମୋଦ ସାହୁଙ୍କ ସହ ଅନ୍ୟାନ୍ୟ ସିକ୍ୟୁରିଟୀ ଷ୍ଟାଫ୍‌ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.