oom

ଜିଲ୍ଲା ସଭାପତି ତୁରେକେଲା ବ୍ଲକକୁ ଗସ୍ତ ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ତଦାରଖ

jsmm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମଙ୍ଗଳବାର ଦିନ ଜିଲ୍ଲା ସଭାପତି ଦେବକୀ ସାହୁ ତୁରେକେଲା ବ୍ଲକକୁ ଗସ୍ତ ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ତଦାରଖ ଜାରି ରଖିଥିଲେ । ଜିଲ୍ଲା ସଭାପତି ଦେବକୀ ସାହୁ, ନୀରୁପମା ମାଝି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜୋନ୍ ନଂ ୧୦ ଜିଲ୍ଲା ପରିଷଦ ସମ୍ମାପରବିନ୍, ଜୋନ୍ ନପ୍ସ୧୧ ଜିଲ୍ଲା ପରିଷଦ କୋଶିକ ମେହେର, ବ୍ଲକ କର୍ମଚାରୀ ବୃନ୍ଦ ଏବଂ ବିଜେଡ଼ି କର୍ମକର୍ତ୍ତା ବୃନ୍ଦଙ୍କ ସହ କୁଇବାହାଲ, ପଖନମୁଣ୍ଡା, ହିଆଲ ଅନ୍ୱେଷା ଛାତ୍ରଛାତ୍ରୀ ନୀବାସ, କରୁଆମୁଣ୍ଡା ସ୍କୁଲ ଗୁଡିକର ବିଭିନ୍ନ ସମସ୍ୟା, ଛାତ୍ରଛାତ୍ରୀ ମାନଙ୍କ ଖାଦ୍ୟ ପାନୀୟ, ବିଶେଷ ଭାବେ ଶିକ୍ଷକ ଅଛନ୍ତି କି ନାହିଁ, ଏ ସବୁ ବିଷୟରେ ଟିକିନିଖି ଭାବରେ ତଦାରଖ କରିଥିଲେ ।

jittmm
Leave A Reply

Your email address will not be published.