csstore

ସ୍ୱର୍ଗତ ଶ୍ରୀପତି ସାହୁଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିର ଠାରେ ପୂଜା କମିଟିର ବୟୋଜେଷ୍ଠ ସଦସ୍ୟ ସ୍ୱର୍ଗତ ଶ୍ରୀପତି ସାହୁଙ୍କ (୭୭) ଗତ ୨୯ ତାରିଖ ବୁଧୁବାର ଦିନ ସ୍ୱର୍ଗରୋହଣ କଲେ ତାଙ୍କର ଅମରଆତ୍ମା ଶାନ୍ତି ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ସଭାରେ କମିଟିର ସଭାପତି ଡ. ଦେବାଶିଷ ରଥ ସ୍ୱର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ଏହି ସଭାରେ କମିଟିର ଉପସଭାପତି ମହେଶ ବେହେରା, ସମ୍ପାଦକ ପ୍ରତାପ ନାଥ, କୋଷାଧ୍ୟକ୍ଷ କୁନାଲ ପାଣିଗ୍ରାହୀ, ସୂର୍ୟ୍ୟମଣି ହୋତା, ଜଗବନ୍ଧୁ ପୋଥାଲ, ଡ. ଅର୍ଜୁନ ଦେବତା, ଗଙ୍ଗାଧର ମହାନ୍ତି, ଘନଶ୍ୟାମ ପୁଞ୍ଜି, ଅଶୋକ ସାହୁ, ଅମୀୟ ପୁରୋହିତ, ଦୁର୍ବାଦଲ ସାହୁ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.