କଟ୍‌ନି-ଛଟ୍‌ନି ଜାଲରେ ଚାଷୀ : ପ୍ରଶାସନ ନିଦା ବିଷ୍ଣୁ ସାଜିଛି

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ୍‌ ଅଂଚଳରେ ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ହେଉଥିବା ବେଳେ କେତେକ ମଣ୍ଡିରେ ଚାଷୀମାନେ କଟ୍‌ନି-ଛଟ୍‌ନିର ଜାଲରେ ଛନ୍ଦି ହୋଇ ପଡ଼ିଥିବା କୁହାଯାଉଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ତମିଆଁ ପ୍ୟାକ୍ସରେ ସିଧାସଳଖ ଚାଷୀମାନଙ୍କଠାରୁ ୪ କେଜି ଲେଖାଏଁ ଖୋଲାମ୍‌ଖୋଲା ଧାନ କଟ୍‌ନି ହେଉଛି । ଚାଷୀ ନିରୁପାୟ । ପ୍ରଶାସନ ନିଦା ବିଷ୍ଣୁ ସାଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.