ଓଡ଼ିଶା ମାଟି ପାଇଁ ଗୌରବ : ମିଶନ ଡ୍ରିମ୍‌ ମିସ୍‌ ମୋଡେ଼ଲ ଅଫ୍‌ ଦ’ ଇଅର୍‌ ବିଜୟିନୀ ଅନ୍ୱେଶା ଭଂଜଦେଓ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ମାଟି ପାଇଁ ଗୌରବ ଆଣି ଦେଇଛନ୍ତି ମିଶନ ଡ୍ରିମ୍‌ ମିସ୍‌ ମୋଡେ଼ଲ୍‌ ଅଫ୍‌ ଦ’ ଇଅର୍‌ ବିଜୟିନୀ ଅନ୍ୱେଶା ଭଂଜଦେଓ । ଭୁବନେଶ୍ୱର ଜୟଦେବ ବିହାରର ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ୍‌ ନିବାସୀ ସୁଧାଂଶୁ ଭୂଷଣ ଭଂଜଦେଓଙ୍କ ସୁକନ୍ୟା ଅନ୍ୱେଶା କୋଲକାତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରି ଓଡ଼ିଶାକୁ ଫେରିଛନ୍ତି । ତାଙ୍କ ସଫଳତାରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି ।

Leave A Reply

Your email address will not be published.