ଆଜି ଲାଗିବ ଚନ୍ଦ୍ରଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲାଗିବ ଚନ୍ଦ୍ରଗ୍ରହଣ । ରାତି ୧ଟା ୪ ମିନିଟ୍‌ ୫୫ କେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ବୋଲି ଜଣାପଡ଼ିଛି । ଆଜି ରାତି ୨ଟା ୨୪ ମିନିଟ୍‌ ୨ ସେକେଣ୍ଡରେ ସର୍ବମୋକ୍ଷ ହେବ । ମୋଟ୍‌ ଗ୍ରହଣ ସମୟ ୧ ଘଣ୍ଟା ୧୯ ମିନିଟ୍‌ ୭ ସେକେଣ୍ଡ ରହିବ । ଆଜି ଅପରାହ୍ନ ୪ଟା ୪ମିନିଟ୍‌ ୪୪ ସେକେଣ୍ଡରୁ ପାକତ୍ୟାଗ ବିଧି ରହିଥିବା କୁହାଯାଉଛି ।

Leave A Reply

Your email address will not be published.