ଗଞ୍ଜାମ ଜିଲ୍ଲାର ତାରାସିଂ ଓ ଜଗନ୍ନାଥପ୍ରସାଦରେ ବିଦ୍ୟାର୍ଥୀଙ୍କୁ ନେଇ ସାଇବର କ୍ରାଇମ ନିରାପତ୍ତା ଉପରେ ସଚେତନତା ସଭା

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ଜିଲ୍ଲାର ତାରାସିଂ ଓ ଜଗନ୍ନାଥପ୍ରସାଦ ଥାନା ଅଧୀନସ୍ଥ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପ୍ରକାରରେ ସାଇବର କ୍ରାଇମ ଉପରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସଚେତନତା ସଭାରେ କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି ।

Leave A Reply

Your email address will not be published.

error: Content is protected !!