ସବ୍-ଇନ୍ସପେକ୍ଟର ଜଗନ୍ନାଥ ତାଣ୍ଡିଙ୍କୁ ଜନ୍ମମାଟିରେ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୋଲିସ ସବ-ଇନ୍ସପେକ୍ଟର ପରୀକ୍ଷାରେ ରାଜ୍ୟରେ କୃତକାର୍ୟ୍ୟ ହୋଇଥିବା ଜଗନ୍ନାଥ ତାଣ୍ଡିଙ୍କୁ ଆଜି କାଂସଡା ପଞ୍ଚାୟତ ତାଙ୍କ ଜନ୍ମମାଟି ଢେଙ୍କିମୁଣ୍ଡାରେ ଗ୍ରାମବାସୀ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଶ୍ରୀ ତାଣ୍ଡି ସିଟି ଟ୍ରେନିଂ ସାରିବା ପରେ ଭୁବନେଶ୍ୱରରେ ରହି ପୋଲିସ ସବ-ଇନ୍ସପେକ୍ଟର ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ । ତାଙ୍କ ସଫଳତାରେ ବେଶ ଖୁସିର ଲହରୀ ସୁଅ ଛୁଟୁଛି ।

Leave A Reply

Your email address will not be published.