ବଲାଙ୍ଗିର, (କେପିଏନ୍ଏସ୍) : କାଲ୍କେ ନୂଆଁଖାଇ । ସବୁଆଡେ ଚାଲିଛେ ନୂଆଁଖାଇ ଲାଗି ପ୍ରସ୍ତୁତି । ଗାଁ ବାହାରେ ତଥା ଦେଶ୍ ବାହାରେ ରହୁଥିବାର ଲୋକ ନିଜର ନିଜର ମା’ ମାଏଟ୍ କେ ଫିରୁଛନ୍ । ସବୁଆଡେ ବଡ଼ା ଗହକି ସହକି ଦେଖ୍ବାର୍ କେ ମିଲୁଛେ । ନୂଆଁଖାଇର୍ ଗଲା ରଏବାର୍ ଦିନେ ବଲାଙ୍ଗିର ସହର ଥି ବସିଥିଲା ତିହାରି ହାଟ୍ । ଆମର୍ ଶିଘା ତିହାର୍ ନୂଆଁଖାଇ ଲାଗି ଲୋକ୍ବାକ୍ ସବୁ ସାଜୋ ସାମାନ୍ ଘିନି ସାର୍ଲେନ’ । ବାହାରେ ଥିବାର୍ କୁଟୁମ୍ର ଲୋକ୍ କୁଟୁମ୍ କେ ପୁହୁଚୁଛନ୍ ବଛର ଟାକର ନୂଆଁଖାଇ ମାନ୍ବାର୍ କେ ।
Prev Post
Next Post