oom

ଆଜି ରାଜ୍ୟରେ ୪ ଜୀବନ ନେଲା କରୋନା

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି କରୋନା ସଂକ୍ରମଣରେ ରାଜ୍ୟରେ ୪ ଜଣଙ୍କ ଜୀବନ ହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଢେଙ୍କାନାଳ ଜିଲ୍ଲାରୁ, ଗଂଜାମ ଜିଲ୍ଲାରୁ, ଝାର୍‌ସୁଗୁଡ଼ା ଜିଲ୍ଲାରୁ ଏବଂ ଭୁବନେଶ୍ୱରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା କୁହାଯାଇଛି ।

jittmm
Leave A Reply

Your email address will not be published.