csstore

ବରିଷ୍ଠ ଅଭିକର୍ତ୍ତାଙ୍କ ବୀମା ସପ୍ତାହ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୧୦ଟା ସମୟରେ ସ୍ଥାନୀୟ ସୁଦପଡା କଲ୍ୟାଣ ମଣ୍ଡପଠାରେ ବରିଷ୍ଠ ଅଭିକର୍ତ୍ତାଙ୍କ ବୀମା ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ଏଲ୍‌ଆଇସିର ଭୂମିକା ସମାଜ ଉପରେ କିଭଳି ଅଛି ସେ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ସର୍ବଶ୍ରୀ ସୁଶାନ୍ତ ଷଡଙ୍ଗୀ, ପ୍ରଦୀପ ଦାସ, ଗଣ୍ଡାରାମ ସାହୁ, ରାଜକୁମାର ଅଗ୍ରୱାଲ, ସୁବାସ ଚନ୍ଦ୍ର ମିଶ୍ର, ଡମ୍ବରୁଧର ଥନାପତି, ରାଜକୁମାର ବରାଡ, ଭେଙ୍କଟେଶ୍ଵର ପାତ୍ର, ଧାନମତ ପାନୁଆ, ଉମେଶ ବେହେରା, ଜଗନ୍ନାଥ ଦାସ, ଶମ୍ଭୁନାଥ ମିଶ୍ର ଶର୍ମା, ରବୀନ୍ଦ୍ର ପଟ୍ଟନାୟକ, ନାରାୟଣ ଆଚାର୍ଯ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.