ଆଜି ରାଜ୍ୟରେ ୪ ପ୍ରାଣହାନୀ କରୋନାରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ ୪ ଜଣଙ୍କ ଜୀବନ ଯାଇଛି କରୋନା ସଂକ୍ରମଣରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ମାଲକାନଗିରି ଜିଲ୍ଲା, ମୟୁରଭଂଜ ଜିଲ୍ଲା, ବରଗଡ଼ ଜିଲ୍ଲା ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.