jsm

ଅଗଷ୍ଟ ୧୬ରୁ ସମସ୍ତ ବିଦ୍ୟାଳୟରେ ଝୁଲିବ ତାଲା : ଶିକ୍ଷକ ସଂଘର ନିଷ୍ପତି

csstore
  • ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ

ମ.ରାମପୁର, (ହେମନ୍ତ ସାହୁ) : ଏୟୁପି ଟିଏଫ୍ ନେତୃତ୍ୱରେ ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ଏକଜୁଟ ହୋଇ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରୁ ସାମୁହିକ ଛୁଟିରେ ଯିବେ ବୋଲି ନିଷ୍ପତି ନେଇଛନ୍ତି । ଏନେଇ ଆଜି ମ.ରାମପୁରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭୂତି ଭୂଷଣ ପ୍ରହରାଜ, ପ୍ରଫୁଲ୍ଲ କୁମାର ସାହୁ, ବୀରେନ୍ଦ୍ର ରଥ, ମେନେଜର ସାହୁ, ପ୍ରତାପ ନାଏକ, ମୁକେଶ ଚନ୍ଦ୍ର ହୋତା, ମୋହନ ନାଏକ, ଗଙ୍ଗାଧର ସାହୁ, ବନମାଳୀ ମହାଖୁଡ଼, ରାମେଶ୍ୱର ପାତ୍ର, ତନୁରାମ ହରିଜନ, ଦିଲିପ ରଣା, ସୁବୋଧ ଛତ୍ରିଆ, ଗଜିନ୍ଦ୍ର ପାତ୍ର, ଦିଗାମ୍ବର ସାହୁ, ବିଶ୍ୱମ୍ବର ନାୟକ, ନବକିଶୋର ପରିଡ଼ା, ତ୍ରିଲୋଚନ ମହାଖୁଡ଼ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.