ଓଡ଼ିଆ ସଂସ୍କୃତିର ପର୍ବ ସାବିତ୍ରୀ ବ୍ରତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର, ପାଇକମାଲ, ଝାରବନ୍ଧ ଅଞ୍ଚଳରେ ମହାସମାରୋହରେ ପାଳିତ ସାବିତ୍ରୀ ବ୍ରତ ହୋଇଯାଇଛି । ଏହି ସାବିତ୍ରୀ ବ୍ରତ ସମସ୍ତ ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ସଧବା ନାରୀମାନେ ପାଳନ କରିଥାନ୍ତି । ସଧବା ନାରୀମାନେ ନିର୍ଜଳା ଉପବାସ କରି ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଥାନ୍ତି । ଏଭଳି ପରମ୍ପରା ହିନ୍ଦୁ ଧର୍ମରେ ସ୍ୱାମୀ ସ୍ତ୍ରୀ ସ୍ଥାୟୀ ଓ ଦୀର୍ଘ ବୈବାହିକ ଜୀବନର ଜ୍ୱଳନ୍ତ ଦୃଷ୍ଟାନ୍ତ ।

Leave A Reply

Your email address will not be published.