ଆଜି ଓଡ଼ିଶା ଆସିବେନି ନୀତୀଶ କୁମାର ଓଡିଶା By Koshala Prabaha On Friday 5th May 2023, 9:03 am Share ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେନି ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆଜି ଓଡ଼ିଶା ଗସ୍ତ ଥିବା ବେଳେ ତାହା ସ୍ଥଗିତ ହୋଇଛି । ନୀତୀଶଙ୍କ ଗସ୍ତ ସ୍ଥଗିତ ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । bhubaneswar news