csstore

ପଦ୍ମପୁର ଜେନିଥ ଲାୟନ୍ସ ଗୁରୁକୁଳ ଅଧ୍ୟକ୍ଷଙ୍କୁ ଡିଲିଟ୍ ଉପାଧି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ୨ ଦଶନ୍ଧି ଧରି ଆଦିବାସୀ ଅଧ୍ୟୁଷିତ ଓଡିଶା ତଥା ଛତିଶଗଡରେ ଶିକ୍ଷାର ପ୍ରଚାର, ପ୍ରସାର ତଥା ପ୍ରୋତ୍ସାହନ, ଏକ ନ୍ୟାୟପୂର୍ଣ୍ଣ ସମାନ ସମାଜ ଗଠନରେ ବ୍ରତୀ, ଶିକ୍ଷାକୁ ସମାଜର ପ୍ରତ୍ୟେକ ଶ୍ରେଣୀକୁ ପହଞ୍ଚାଇବାର ପ୍ରୟାସ କରିଥିବାରୁ ୟୁନିଭର୍ସିଟି ଅଫ୍ ସେଣ୍ଟ୍ରାଲ ଆମେରିକା, ବୋଲିଭିଆ ତରଫରୁ ଜେନିଥ ଲାୟନ୍ସ ଗୁରୁକୁଳର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡାଙ୍କୁ ସମ୍ମାନ ଜନକ ଡକ୍ଟର ଅଫ୍ ଲେଟର୍ସ – ଡ଼ିଲିଟ୍ ଉପାଧି ପ୍ରଦାନ କରାଯାଇଛି । ତାଙ୍କୁ ପରିବାର ବର୍ଗ, ବିଦ୍ୟାଳୟ ପରିଚାଳନା କମିଟି, କର୍ମଚାରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ବୃନ୍ଦ ଅଭିବାଦନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.