ବଲାଙ୍ଗିରରେ ମାଇନିଂ ବେଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩କୁ ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକ ସ୍ଥିତ ମାଇନିଂ ଅଫିସରେ ରାଜ୍ୟସ୍ତରୀୟ ମାଇନିଂ ବେଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ଏହି ଚାମ୍ପିୟନସିପ୍‌କୁ ବଲାଙ୍ଗିର ମାଇନିଂ ବେଡମିଣ୍ଟନ ଏସୋସିଏସନ ଆୟୋଜନ କରିଥିଲେ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଅନେକ ବେଡମିଣ୍ଟନ ଏସୋସିଏସନର ଜୁନିୟର ଓ ସିନିୟର ବର୍ଗର ସମସ୍ତ ୬୦ରୁ ୭୦ଟି ଦଳ ଯୋଗଦାନ କରିଥିଲେ ।

Leave A Reply

Your email address will not be published.