ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ରଥକୁ ସ୍ୱାଗତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ଡିଏଭି ସ୍ୱୟଂଶାସିତ କଲେଜ ପରିସରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ରଥକୁ ସ୍ୱାଗତ କରାଯାଇଛି । ଆୟୋଜିତ ସଭାରେ ଟିଟିଲାଗଡ ପୌର ଅଧିକାରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇଥଲେ । କଲେଜର ଅଧ୍ୟକ୍ଷ ମେଜର ମଧୁସୁଦନ ମିଶ୍ର, ଅଧ୍ୟାପକ ରମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବିଧାନ ମିଶ୍ର, କୃଷ୍ଣଚନ୍ଦ୍ର ଶତପଥୀ, ସନ୍ତୋଷ ପଣ୍ଡା ସମତେ କଲେଜର ଅଧ୍ୟାପକ, ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.