ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଆରୋହୀ ଗୁରୁତର

ଗୋଚ୍ଛାପଡା : ବାଲିଗୁଡା-ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଶଶୀପଦର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ କାର ସହ ବାଇକର ଦୁର୍ଘଟଣା ଘଟି ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଫିରିଙ୍ଗିଆ ଥାନା ପୁଲିସ ଘଟଣା ସ୍ଥଳକୁ ଯାଇ କାର ଓ ବାଇକକୁ ଜବତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.