ଏସ୍‌ପିଙ୍କୁ ଦାବୀ ଜଣାଇବା ପରେ ସାଲେଭଟା ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଶନିବାର ଦିନ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଲେଭଟାର ସମାଜସେବୀ ଏସ୍‌ପି ଅଫିସ ଆସି ଏସ୍‌ପିଙ୍କୁ ସାଲେଭଟା ଫାଣ୍ଡିରେ ଫାଣ୍ଡି ଅଧିକାରୀ ନ ଥିବା ସମ୍ୱନ୍ଧରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ତେବେ ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଏସ୍‌ପି ନୀତିନ କୁଶଳକର ସାଲେଭଟା ଫାଣ୍ଡି ଅଧିକାରୀ ଭାବେ ରବୀନ୍ଦ୍ର କୁମ୍ଭାରଙ୍କୁ ଦାୟିତ୍ୱ ଦେଇଛନ୍ତି ବୋଲି ଜଣାପଡିଛି ।

Leave A Reply

Your email address will not be published.