- ସୁଜିତ କୁମାର ସତପଥି
ଯିମି ଯିମି ସେ କହେଲା
ରହ ରହ ମୁଇଁ କହେଲିଁ
ଯିମି ଯିମି ମୁଇଁ କହେଲିଁ
ରହ ରହ ସେ କହେଲା ।
ଦୁହେକେ ଦୁହେ ଜାନି ନାଇଁ ପାର୍ଲୁଁ
କିଏ ଯିବା କିଏ ଥିବା ଯେ
କିଏ କାହାକେ ପଚ୍ରାବା ଆର୍
କିଏ କାହାକେ ଜବାବ୍ ଦେବା ଯେ ।
ମୁଇଁ ଆର୍ ସମିଆଁ ହେନ୍ତା ନ
କେଭେ ଏକ୍ ବର୍ଗି
ନର୍ଧୁଥିସୁଁ ତ
କେଭେ ଗୁପି ବଢା ଜଲ୍ଦି
ନିଜ୍କେ ଭି ପାସ୍ରି ଦେସୁଁ । ।
ମୋ.ନଂ. : ୭୦୦୮୦୩୯୬୦୧