ସାଇ ବାବା ଜୟନ୍ତୀ ପାଳିତ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସାଇ ମନ୍ଦିରଠାରେ ବୁଧବାର ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଧଣ୍ଡାମୁଣ୍ଡା ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତପସ୍ୱିନୀ ପାଢୀ, ପରକ୍ଷିତ ସାହୁ, ଶ୍ୟାମ ସାହୁ, ହରେଶ ସାହୁ, ଭରତ ବାରିକ, ଦେବରାଜ ନାଏକ, ସୁଜିତ ପାଣିଗ୍ରାହୀ, ସାଇରାମ ସାହୁ, ପ୍ରଶାନ୍ତ ନାଗ, ସୁଦର୍ଶନ, ରଞ୍ଜିତ, ବୁଲୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.