ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଘରେ ଇଡିର ତନାଘନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଘରେ ଇଡି ପକ୍ଷରୁ ତନାଘନା ତଦନ୍ତ ଜାରି ରଡିଥିବା ନେଇ ଖବର ମିଳିଛି । ସିଆର୍‌ପିଏଫ୍‌ ଓ ପୋଲିସର ଉପସ୍ଥିତିରେ ଇଡିର ତଦନ୍ତ ଜାରି ରହିଥିବା ବେଳେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି କେସିଙ୍ଗା ସ୍ଥିତ ପୈତୃକ ବାସଭବନ, ବାଲେଶ୍ୱର, କଟକ, ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘରେ ଇଡିର ତଦନ୍ତ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.