କୁଶଙ୍ଗରେ ପାରାୟଣ ପାଠ ଓଡିଶା By Koshala Prabaha On Tuesday 8th November 2022, 12:11 pm Share ଝାରମୁଣ୍ଡା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ କୁଶଙ୍ଗଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମା’ କୁଶଙ୍ଗାଇ ପୀଠରେ ୭ ଦିନ ଧରି ପାରାୟଣ ପଠନ ଚାଲିଛି । ତରଣିସେନ ତ୍ରିପାଠୀ ବ୍ୟାସ ଅଛନ୍ତି । ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହେଉଛି । jharmunda news