csstore

ଜିଲ୍ଲାରେ ମିଶନ ‘ଉଦ୍ଧାର’ ଅଧୀନରେ ଏପର୍ଯ୍ୟନ୍ତ ୨୨୪ ଜଣ ଦାଦନଙ୍କୁ ଉଦ୍ଧାର କରାଯାଇଥିବା ନେଇ ଏସ୍ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଦାଦାନ ଚାଲାଣ ବଢିବାରେ ଲାଗିଥିବା ବେଳେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ବିଭିନ୍ନ ସ୍ଥାନରେ ଚଢାଉ କରି ଦାଦନ ସର୍ଦ୍ଦାର ସହ ଦାଦାନ ମାନଙ୍କୁ ମଧ୍ୟ ଉଦ୍ଧାର କରୁଥିବା ବେଳେ ଏପର୍ଯ୍ୟନ୍ତ ଜିଲ୍ଲାରେ ମିଶନ ‘ଉଦ୍ଧାର’ ଅଧୀନରେ ୨୨୪ ଜଣ ଦାଦନଙ୍କୁ ଉଦ୍ଧାର କରାଯାଇଥିବା ନେଇ ଏସ୍ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.