ଚାଷୀଙ୍କ ରାସ୍ତା ଅବରୋଧ

ସୋହେଲା, (ସତ୍ୟ ନାରାୟଣ ପ୍ରଧାନ) : ପ୍ରଧାନମନ୍ତ୍ରୀ ଫସଲ ବୀମା, ଏଚ୍‌ଡିଏଫ୍‌ସି ଏଗ୍ରୋ କଂପାନୀ ଆକଳନ ଅନୁସାରେ ବୀମା ଟଙ୍କା ପ୍ରଦାନରେ ଅହେତୁକ ବିଳମ୍ବ କରିବା ଓ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଏଥିପ୍ରତି ଧ୍ୟାନ ଦେଉନଥିବା ପ୍ରତିବାଦରେ ଆଜି ସକାଳ ୮ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସୋହେଲା ମୁଖ୍ୟ ଛକଠାରେ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ । ଫଳରେ ଜାତୀୟ ରାଜପଥର ଉଭୟ କଡ଼ରେ ଶତାଧିକ ଯାନବାହନ ଅଟକି ରହିଛି ।

Leave A Reply

Your email address will not be published.