ଓଲଟିଲା ମାଛ ବୋଝେଇ ପିକ୍‌ଅପ୍ ଭ୍ୟାନ୍

ମାହାଙ୍ଗା : ମାହାଙ୍ଗା ଥାନା ଇଟମୁଣ୍ଡଳି ଗାଁରେ ଆଜି ସକାଳେ ଏକ ମାଛ ବୋଝେଇ ପିକþଅପ୍ ଭ୍ୟାନ ଭାରସାମ୍ୟ ହରାଇ କେନାଲ ମଝିରେ ଓଲଟି ପଡ଼ିଥିବା ଜଣାପଡିଛି । ପାଣିରେ ପଡି କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ସବୁ ପାଣିରେ ଭାସିବାକୁ ଲାଗିଥିଲେ । ମାନବିକତା ଦେଖାଇ ସ୍ଥାନୀୟ ଲୋକ ଅକାତ ପାଣିକୁ ଯାଇ ମାଛ ସବୁକୁ ଫେରାଇ ଆଣିଥିଲେ ଓ ନିଜ ଘରକୁ ନ ନେଇ ମାଛ ବେପାରୀକୁ ଦେଇ ଦେଇଥିଲେ ।

Leave A Reply

Your email address will not be published.