୧୮୯ ବାଟାଲିୟନ ସିଆରପିଏଫ୍‌ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆରପିଏଫ୍‌ ପକ୍ଷରୁ ଶାନ୍ତିପଡା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୧୮୯ ବାଟାଲିୟ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସେକେଣ୍ଡ କମାଣ୍ଡେଣ୍ଟ ପୀତବାସ ପଣ୍ଡା, ଡ.ରାକେଶ ଶର୍ମା, ଏସି ନୀନା ଶର୍ମା ଉପସ୍ଥିତ ଥିଲେ ।

Leave A Reply

Your email address will not be published.